ଧୂମ୍ରପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ
ଧୂମ୍ରପାନ ଅଟେ ଦୁର୍ବ୍ୟସନ, ମୁଁହରେ ଲାଗଇ ନିଆଁ । ସ୍ୱାସ୍ଥ୍ୟ,ସଭ୍ୟତା,ଧନ ନାଶ ହୁଏ, ତ୍ୟାଗ କରିଦିଅ ତାହା ।। ବିଡି ସିଗାରେଟ ପିଇଲେ, ଦୂଷିତ ହୁଅଇ ବାୟୁ । ଛାତି ହୋଇଯାଏ ଚାଲୁଣି ପରି, ...